Home State Odisha ଜିଲ୍ଲା ପ୍ରଶାସନ ତଦାରଖ ପାଇଁ କଣ୍ଟେନମେଣ୍ଟ ଜୋନ୍ ଉପରେ ଡ୍ରୋନ୍ ନିୟୋଜିତ କରିବ

ଜିଲ୍ଲା ପ୍ରଶାସନ ତଦାରଖ ପାଇଁ କଣ୍ଟେନମେଣ୍ଟ ଜୋନ୍ ଉପରେ ଡ୍ରୋନ୍ ନିୟୋଜିତ କରିବ

2248

 

ଭଦ୍ରକ(ନି.ପ୍ର)କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ୨୧ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ୩୨ ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ ଭାବେ ଚିହ୍ନଟ କରି କୋଲକାତା ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଏହି କୋଲକାତା ଫେରନ୍ତାଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି । ସର୍ଭେଲାନ୍ସ ଅଞ୍ଚଳରେ କେଉଁମାନେ ନିୟମ ଭାଙ୍ଗୁଛନ୍ତି କିମ୍ବା ପ୍ରଶାସନ ସହିତ ସହଯୋଗ ନକରି ଘରୁ ବାହାରେ ବୁଲୁଛନ୍ତି ସେମାନଙ୍କ ଉପରେ ଏହି ଡ୍ରୋନ ଦ୍ୱାରା ନଜର ରଖାଯିବ ।