ଭଦ୍ରକ,(ନି.ପ୍ର); ବିଭିନ୍ନ ଗାଁ, ପଞ୍ଚାୟତ ମାନଙ୍କରେ ହେଉଥିବା ବ୍ୟାରିକେଡ୍ ଯୋଗୁଁ ଜରୁରୀ ସେବାରେ ନିୟୋଜିତ ଥିବା ଲୋକେ ଏବଂ ଶ୍ରମିକ ଆଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ବ୍ୟାରିକେଡ୍ ଗୁଡିକ ହଟାଯିବ । କେବଳ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରୁ ବ୍ୟାରିକେଡ୍ ଉଠାଇବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।ପ୍ରଶାସନ ବ୍ୟତୀତ ଅନ୍ୟମାନେ ବ୍ୟାରିକେଡ୍ କରିପାରିବେ ନାହିଁ
Salandi Samachar is committed to provide authentic news in a fastest way through digital platforms and a fully explained news through the weekly news paper in Odia language. The portal is available in Odia, English, and Hindi languages.