Home City Bhadrak ଅର୍ଣ୍ଣପୂର୍ଣ୍ଣା ‘ଏ’ ଗୃପ ପୁରୀଠାରେ ଶ୍ରୀଜଗନ୍ନାଥାୟନ କାଯ୍ୟକ୍ରମରେ ନାଟକ ଚିଟାଉ

ଅର୍ଣ୍ଣପୂର୍ଣ୍ଣା ‘ଏ’ ଗୃପ ପୁରୀଠାରେ ଶ୍ରୀଜଗନ୍ନାଥାୟନ କାଯ୍ୟକ୍ରମରେ ନାଟକ ଚିଟାଉ

148

ଭଦ୍ରକ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସଙ୍ଗୀତ ନାଟକ ଏକା ଭୁବନେଶ୍ୱର, ମିଳିତ ସହଯୋଗରେ ନାଟକ ଚିଟାଉ ପଣ୍ଡିତ ମଦନ ମୋହନ ମିଶ୍ର ରଚିତ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ଗୌରାଙ୍ଗ ଚନ୍ଦ୍ର ବାରିକ ଦ୍ୱାରା ନିର୍ଦ୍ଦେଶିତ ବିମଳା ନାଟ୍ୟ ସାଂସଦ କୋର, ରାନ୍ଦିଆ ଭଦ୍ରକର କଳାକାରମାନଙ୍କ ଦ୍ୱାରା ଅଭିନୀତ ହୋଇ ଯାଇଅଛି । ନାଟ୍ୟ ପରିଚାଳନା ଇଂ ଅଶୋକ ପ୍ରସାଦ ମହାନ୍ତି, ସଙ୍ଗୀତ, ରାଜକୁମାର, ଅଭିନୟରେ ନାରାୟଣ, ଅଭିମନ୍ୟୁ, ବିଜୟ, ଅରବିନ୍ଦ, ପ୍ରଶାନ୍ତ, ହିମାଂଶୁ, ଆଲୋକ, ଜଡା, ଶଶାଙ୍କ, ସନ୍ଧ୍ର‌୍ୟାରାଣୀ, ବସୁମିତ୍ରା, ଉର୍ମିଳା, ସସ୍ମିତା, ଏଲି, ଶିଶୁ କଳାକାର ସାଇ ଓ ଦେବଦର୍ଶନୀ ନୃତ୍ୟ ନିର୍ଦ୍ଦେଶନା ଗୁରୁ ନାରାୟଣ ଚନ୍ଦ୍ର ସାହୁ, ମଞ୍ଚ ସଜ୍ଜା ଅମୀୟ ସେଠି, ଷ୍ଟେଜ କ୍ରାଫ୍ଟ ଶରତ ମହାନ୍ତି ପୁରୀ, କଣ୍ଠ ମିନତୀ, ଚକ୍ରଧର ମହାପାତ୍ରଙ୍କ ଦ୍ୱାରା ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦର୍ଶକ ନାଟକଟିକୁ ଉପଭୋଗ କରିଥିଲେ । ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ପ୍ରଚାର ପ୍ରସାର ପାଇଁ ସଂସ୍କୃତି ବିଭାଗ ଓ ସଙ୍ଗୀତ ନାଟକ ଏକା ଭୁବନେଶ୍ୱର ସମ୍ପାଦକ ଓ ସଚିବ ଚନ୍ଦ୍ରଶେଖର ହୋତାଙ୍କର ଉଦ୍ୟମର ପ୍ରୟାସ ପ୍ରଶଂଶନୀୟ। ଜଗନ୍ନାଥଙ୍କର ଆଶିର୍ବାଦ ଚିରଦିନ ପାଥେୟ ହଉ।