Home City Bhadrak ଓଡ଼ିଶା ଇତିହାସର ସବୁଠାରୁ ବଡ଼ ଜବତ: ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟିରୁ ଅଧିକ...

ଓଡ଼ିଶା ଇତିହାସର ସବୁଠାରୁ ବଡ଼ ଜବତ: ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟିରୁ ଅଧିକ ଟଙ୍କା!

153

ଲାଞ୍ଚ ନେଇ ଗତକାଲି ଭିଜିଲାନ୍ସ ହାତରେ ଧରାପଡିଥିବା କଟକ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ମିଳିଛି ଚାରି କୋଟି ନଗଦ ଟଙ୍କା ଓ ଅନେକ ସୁନା ରୁପା ଅଳଙ୍କାର। ଏହା ସହିତ ତାଙ୍କ ଭଦ୍ରକସ୍ଥିତ ପୈତୃକ ବାସଭବନରେ ଚଢ଼ାଉ ହେବା ସହିତ ଅନେକ ଗୁରୁତ୍ୱପୂର୍ଣ କାଗଜପତ୍ର ଭିଜିଲାନ୍ସ ବିଭାଗ ଦ୍ୱାରା ଜବତ କରାଯାଇଛି। ଓଡିଶା ଇତିହାସରେ ଏହା ସବୁଠାରୁ ବଡ ଧରଣର ଜବତ।