ଭୁବନେଶ୍ୱର (୨୮ ଫେବୃଆରୀ ୨୦୨୬): ବିଜୁ ଜନତା ଦଳ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀ ଘୋଷଣା କରିଛନ୍ତି । କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଥିବା ଡ. ସନ୍ତୃପ୍ତ ମିଶ୍ର ଓ ଡା. ଦତ୍ତେଶ୍ୱର ହୋତାକୁ ପ୍ରାର୍ଥୀ କରିଛି ବିଜେଡି ।
ପୂର୍ବରୁ କଂଗ୍ରେସ ମଧ୍ୟ ଡା. ହୋତାକୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ହୁଏତ କଂଗ୍ରେସ ଡା. ହୋତାକୁ ସମର୍ଥନ କରିପାରେ । ବିଜେଡି ସୁପ୍ରିମୋ ନିଜେ ନବୀନ ପଟ୍ଟନାୟକ ଏହି ଦୁଇଜଣଙ୍କ ନାମ ଘୋଷଣା କରିଛନ୍ତି ।

Sangram Keshari Senapati is a freelance writer, translator from Odisha, India. He writes columns in different news sites and document Odia literature, folklore, etc.

















